ଏନ୍ତୁଡି ଶାଳରୁ ଶ୍ମଶାନ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା । ହେଲେ ଯୋଜନା କେବଳ ଯୋଜନା ରେ ହିଁ ରହିଯାଇଛି। ଆଜି ବି ଲୋକେ ସେହି ପାଦଚଲା ରାସ୍ତାରେ ଚାଲୁଛନ୍ତି ଏବଂ ପିଇବା ପାଣି ପାଇଁ ଚୁଆ ପାଣିକୁ ଭରସା କରି ରହିଛନ୍ତି କେବଳ ସେତିକି ନୁହେଁ ଏହି ଗାଁକୁ ବିଦ୍ୟୁତ ବି ଯାଇନାହି।
#ArgusNews #keonjhar #telkoi #RoadProblem #WaterProblem #PublicIssue #Odisha