କ୍ୟାମେରାରେ କଏଦ ହେଲା ମହାବଳ ବାଘର ଫଟୋ । ବାଘର ବୟସ ୩ରୁ ୪ ବର୍ଷ ହେବ । କେନ୍ଦୁଝର ଘଟଗାଁ ରେଞ୍ଜରେ ଠାବ ହୋଇଛି ମହାବଳ । ଶିମିଳିପାଳରୁ କରଞ୍ଜିଆ ସାତକୋଶିଆ ଦେଇ ଆସୁଛି । ପୁଣି ଫେରିଯାଉଛି ।
#ArgusNews #tiger #Keonjhar #GhatagaonRange #Odisha