#ଖଡିଆ_ମାଙ୍କଡିଆ_ଜନଜାତିଙ୍କୁ_ଧୋକା
ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଳକ ଅନ୍ତର୍ଗତ ମାଟିଆଗଡ ଗାଁରେ ୪୮ଟି ମାଙ୍କଡିଆ ପରିବାର ବସବାସ କରୁଛନ୍ତି । ପ୍ରତିଶ୍ରୁତିର ପାହାଡ, କିନ୍ତୁ ସବୁ ଅପହଞ୍ଚ । ଶିମିଳିପାଳ ପାଦ ଦେଶରେ ରହୁଥିବା ଏହି ମାଙ୍କଡିଆ ବେଶ୍ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ।
#Mayurbhanja #jashipur #Similipal #developmentissue #Odisha #ArgusNews