ଖଚାଖଚ୍ ଭିଡ ଭିତରେ ଆରମ୍ଭ ହୋଇଛି ଖଣ୍ଡଗିରୀ ମେଳା। ଯାତ୍ରାର ପେଣ୍ଡାଲ କମ୍ପୁଛି ନାଚ ଗୀତରେ। ଭିନ୍ନ ଭିନ୍ନ ଯାତ୍ରା ପାର୍ଟି ନିଜ କଳାନୈପୂଣ୍ୟ ପ୍ରଦର୍ଶନ କରୁଛନ୍ତି। ଦର୍ଶକ ଯାତ୍ରା ଦେଖି କେତେବେଳେ ହସୁଛନ୍ତି ତ କେତେବେଳେ କାନ୍ଦୁଛନ୍ତି। ଆଉ ଏଥର ଦର୍ଶକ ସୀମା ଟପିଲେ। ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ।ଯାହାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି।
#ArgusNews #KhandagiriJatra #jollywood #performing #audience #Odisha