୯ମ ଦିନରେ ପହଁଞ୍ଚିଲା ଖଣ୍ଡଗିରି ମେଳା। ସାଧୁସନ୍ଥଙ୍କ ମନ୍ତ୍ର ଧ୍ବନି ସାଙ୍ଗକୁ ଜନସାଧାରଣଙ୍କ କୋଳାହଳରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ପାଦଦେଶ। ଆଜି ମେଳା ଶେଷ ହେବାକୁ ଥିବା ବେଳେ ଅସମ୍ଭବ ଭିଡ ପରିଲିକ୍ଷିତ ହେଉଛି।
#ArgusNews #KhandagiriMela #Saints #crowd #Bhubaneswar #Odisha