#ଜମୁଛି_ଖଣ୍ଡଗିରି_ମେଳା
ଦୈନିକ ଏଠାରେ ଏକାଠି ହେଉଛନ୍ତି ହଜାରରୁ ହଜାର ଲୋକେ । ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସି ଭିଡ଼ ଜମାଉଛନ୍ତି । କିଏ ହାତରେ ଟାଟୁ କରୁଛି ତ କିଏ ବିଭିନ୍ନ ପ୍ରକାର ଜିନିଷ କିଣୁଛି ।
#ArgusNews #KhandagiriMela #tourists #MaghaMela #khandagiri #Bhubaneswar #Odisha