ଖୋର୍ଦ୍ଧା ବେଗୁନିଆ ଥାନା ଅନ୍ତର୍ଗତ ରାଉତପଡା ଗ୍ରାମର ମା କଇଁରୀ ବଘେଇ ମନ୍ଦିରରୁ ଲୁଟ୍। ମନ୍ଦିରରୁ ଘଣ୍ଟି , ଘଣ୍ଟା ସହ ବିଭିନ୍ନ ଆସବାବପତ୍ର ଚୋରୀ। ଏନେଇ ବେଗୁନିଆ ଥାନାରେ ଅଭିଯୋଗ ହୋଇଛି।
#Khordha #Begunia #TempleThift #allegations #Odisha #ArgusNews