ପୂର୍ବ ଶତୃତାକୁ କେନ୍ଦ୍ର କରି ବୋମା ମାଡ଼। ଖୋର୍ଦ୍ଧା ମଳିପଡା ଗ୍ରାମରେ ମଦନମୋହନ ପ୍ରଧାନଙ୍କ ଘରେ ବୋମାମାଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ବୋମାମାଡ କରିଥିବା ସୂଚନା।
#ArgusNews #Khordha #BombAttack #Odisha