ଅଘଟଣ ପରେ ପ୍ରଶାସନର ନିଦ ଭାଙ୍ଗିଲା । ଖୋର୍ଦ୍ଧା ଭୂଷଣ୍ଡପୁର ବାଣ ବିସ୍ଫୋରଣରେ ୫ଜଣଙ୍କ ମୃତ୍ୟୁ ପରେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍ । ନିରାକାରପୁର ପୋଲିସ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିଛି । ଜଣଙ୍କୁ ଅଟକ ରଖାଯାଇଛି ।
#ArgusNews #Khordha #CrakerBlast #PoliceRaid #Odisha