#ବଦଳିବ_ଖୋର୍ଦ୍ଧାର_ଦୁଇ_ଶକ୍ତି_ପୀଠର_ରୂପରେଖ
ବାଣପୁର ମା' ଭଗବତୀ ଓ ଭୁଷଣ୍ଡପୁରର ମା' ଉଗ୍ରତାରାଙ୍କ ପୀଠ ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ । ଯାହାକୁ ଅନୁମୋଦନ ହେଇଛନ୍ତି ମୁଖ୍ୟମନ୍ତ୍ରୀ । ୨୪ ମାସ ମଧ୍ୟରେ ସରିବ ଶକ୍ତି ପୀଠର ପୁନରୁଦ୍ଧାର କାର୍ଯ୍ୟ ।
#ArgusNews #Khordha #MaaBhogabati #development #ShaktiPitha #MaaBhushandpurUgratara #Odisha