ବିଭାଗୀୟ ଅଧିକାରୀ, ବିଧାୟକ, ସାସଂଦ, ମୁଖ୍ୟମନ୍ତ୍ରୀ କେହି ଶୁଣିଲେନି ଗ୍ରାମବାସୀ ମାନଙ୍କ ଅଭିଯୋଗ । ଶେଷରେ ନିରୁପାୟ ହୋଇ ଭଗବତୀପଡା ଗ୍ରାମବାସୀମାନେ ନିଜେ ଘରୁ ଚାନ୍ଦା ଆଦାୟ କରି ନିଜସ୍ୱ ଉଦ୍ୟମର ଗାଁ ରାସ୍ତା କାମକଲେ । ଶୁଣନ୍ତୁ କଣ କହୁଛନ୍ତି ଗ୍ରାମବାସୀ
#Khordha #RoadProblem #Repair #OdishaGovt #ArgusNews #Odisha