ବର୍ଷା ଜଳ ସଂରକ୍ଷଣ କରିବା ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ କାର୍ଯ୍ୟ ନ୍ୟସ୍ତ କରିଛନ୍ତି ରାଜ୍ୟ ସରକାର । ହେଲେ କାର୍ଯ୍ୟ ନେଇ ଏହାକୁ ଠିକାଦାରଙ୍କୁ ବିକ୍ରି କରୁଛନ୍ତି ମହିଳା ଗୋଷ୍ଠୀ । ଦେଖନ୍ତୁ କିପରି ହୋଇଛି ଜଳ ସଂରକ୍ଷଣ କାର୍ଯ୍ୟ
#khordha #pearl #Waterreservation #Corruption #ArgusNews