#କିଡୀନି_ରୋଗରେ_ଛଟପଟ_କଳ୍ପନା
ଜୟ ମା ଠାକୁରାଣୀ ମୋ ଝିଅକୁ ଭଲ କରିଦେ ମା , ମୋ ଝିଅକୁ ଭଲ କରିଦେ ମା ତୁ ଯଦି ସାହା ନହବୁ ଆଉ କିଏ ମୋ ସାହା ହବ ମା । ବାବୁ ଭିକ ଦିଅ ଏ ବାବୁ ଭିକ ଦିଅ । ମୋ ଝିଆ ଦେହ ଭଲ ନାହିଁ । ବାବୁ ତୁମେ ସାହାର୍ଯ୍ୟ କଲେ ମୋ ଝିଅ କୁ ମେଡିକାଲ ନେବି ।
#ArgusNews #treatment #kidneydisease #NeedHelp #ayusmanyojana #Helpless #Odisha