ସ୍ଥଗିତ ହେଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବାସ ଭବନ ସମ୍ମୁଖରେ ଧାରଣାରେ ବସିଥିବା କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ରୋଗୀ ସମୂହଙ୍କ ଧାରଣା । ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶୃତି ପରେ ଏହି ଧାରଣାକୁ ଏକ ମାସ ପାଇଁ ସ୍ଥଗିତ ରଖାଯାଇଛି । ଦୀର୍ଘ ୧୨୫ ହେବ କିଡ଼ନୀ ରୋଗୀ ଧାରଣ ରେ ଅଛନ୍ତି
#ArgusNews #Bhubaneswar #Kidneypatient #Protest #Odisha