ଦିବ୍ୟାଙ୍ଗ ହୋଇଥିବାରୁ ମାରିଦେଲେ । ଏଭଳି ଅଭିଯୋଗ ଆସିଛି ବାଲେଶ୍ବର ସହଦେଵଖୁଣ୍ଟା ଥାନା ଗଞ୍ଜିଆରେ। ମୃତ ଦିବ୍ୟାଙ୍ଗ ନାବାଳକଙ୍କ ନାଁ ଓଁମ ପ୍ରକାଶ ଜେନା । ଓଁମ ପ୍ରକାଶ ଦିବ୍ୟାଙ୍ଗ ହୋଇଥିବାରୁ ଓଁମର ବାପା ଓ ସାବତ ମା ମିଶି ହତ୍ୟା କରି ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି ।
#Balasore #disabled #MurderCase #Odisha #ArgusNews