ଓଡ଼ିଶାରେ ପ୍ରଥମ ଥର ପାଇଁ ରୋଵୋଟିକ ପଦ୍ଧତିରେ ଆଣ୍ଠୁ ପ୍ରତିରୋପଣ । ଆଇଏମଏସ- ସମ୍ ହସ୍ପିଟାଲରେ ଏହି ଅସ୍ତ୍ରୋପଚାର କରାଯାଇଛି । ରୋଵୋଟିକ କ୍ଷେତ୍ରରେ ହୋଇଥିବା ଏହି ଅସ୍ତ୍ରୋପଚାର ଫଳରେ ରୋଗୀ ଖୁବ କମ ସମୟରେ ସୁସ୍ଥ ଏବଂ ଚଳାବୁଲା କରିପାରିବା ନେଇ ଡାକ୍ତରୀ ଟିମ ମତ ରଖିଛନ୍ତି ।
#ArgusNews #sumhospital #RoboticSurgery #kneereplacement #Bhubaneswar #Odisha