#କଲେଇ_ତୁମ୍ବା_ଗାଁ_ମୟୂରଭଞ୍ଜ_ଜିଲ୍ଲା_ଯଶିପୁର_ବ୍ଲକ_ଠାରୁ_20_କିଲୋମିଟର_ଦୂରରେ_ଅବସ୍ଥିତ
ଏଠାରେ 5ଟି ସାହିରେ ପ୍ରାୟ 130ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ହେଲେ ଆଜି ଯାଏଁ ସରକାରଙ୍କ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ଗ୍ରାମବାସୀ ।
#ArgusNews #development #OdishaGovt #Mayurbhanj #jashipur #villagers #Odisha