#ଆବାସ_ଯୋଜନାର_ମହାଘୋଟାଲା !
କୋରାପୁଟରେ ଆବାସ ଯୋଜନାରେ ବଡ କେଳେଙ୍କାରୀ । ବନ୍ଧୁଗାଁ ବ୍ଲକରେ କୋଟିଏ ଟଙ୍କାରୁ ଅଧିକ ଟଙ୍କା ଚଳୁ । ହିତାଧିକାରୀଙ୍କ ନାଁରେ ଆସିଥିବା ଘର ଚଳୁ। ଭୂତ ଗାଁରେ ଯାଇଛି ଘର, ମାତ୍ର ହିତାଧିକାରୀଙ୍କୁ ମିଳିନି । ଦେଖିବା ଅର୍ଗସର ରିପୋର୍ଟ
#ArgusNews #AwasYojana #Corruption #Koraput #ArgusNews #Odisha