ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବେ ପୋଲିସର ଅତର୍କିତ ଆକ୍ରମଣ ନେଇ କୋରାପୁଟ ବିଜେପି ପକ୍ଷରୁ କୋରାପୁଟ ଥାନାରେ ଏତଲା। ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ରଙ୍କ ଉପସ୍ଥିତରେ ଥାନାରେ ଏତଲା ଦେଇଛନ୍ତି...।
#ArgusNews #BJP #police #FIR #Koraput #bjpyuvamorcha #Odisha