କୋରାପୁଟରେ ୧୩ତମ ଏନଭାଇରମେଣ୍ଟ କଂଗ୍ରେସର ଶୁଭ ଉଦ୍ଘାଟନ ।
ଆଦିଵାସୀ ଓ ପରିବେଶ ସମ୍ପର୍କରେ ଆଲୋଚନା ଚକ୍ରରେ ଯୋଗଦେଇଥିଲେ ଭାରତୀୟ ପାଣିପାଗ ବିଭାଗର ପୂର୍ବତନ ନିର୍ଦେଶକ ମୃତ୍ୟୁଂଜୟ ମହାପାତ୍ର, ଅବସର ପ୍ରାପ୍ତ ପ୍ରଶାସକ ଅରବିନ୍ଦ ବେହେରା,ଭୃଗୁ ବକ୍ସିପାତ୍ର , କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟର କୂଳପତି ସମେତ ଭାରତ ବର୍ଷର ବିଶିଷ୍ଟ ବୈଜ୍ଞାନିକ,ପରିବେଶ ବିତ ଯୋଗଦେଇଛନ୍ତି
#ArgusNews #Koraput #CentralUniversity #OdishaEnvironmentCongress2022 #Odisha