#ଅସୁରକ୍ଷିତ_ଆନନ୍ଦ
#ନା_ହେଉଛି_ସ୍ବାସ୍ଥ୍ୟ_ପରୀକ୍ଷା_ନା_ଅଛି_ସୁରକ୍ଷା_ଗାଇଡଲାଇନ୍
ଇଏ ଦୃଶ୍ୟ ହେଉଛି ଓଡ଼ିଶାର ସର୍ବୋଚ୍ଚ୍ ପର୍ବତମାଳା କୋରାପୁଟର ଦେଓମାଳୀ । ବିନା ସୁରକ୍ଷାରେ ପାରାଗ୍ଲାଇଡିଂ କରୁଛନ୍ତି ପର୍ଯ୍ୟଟକ। ଶହ ଶହ ଫୁଟ୍ ଉଚ୍ଚରେ ଉଡୁଛନ୍ତି। ସୁରକ୍ଷା ପାଇଁ ନାହିଁ କୌଣସି ଗାଇଡଲାଇନ୍ ।
#ArgusNews #Koraput #Deomali #Paragliding #protection #guidelines #OdishaGovt #safety #Permission #Odisha