ରାଜ୍ୟରେ ଗ୍ରାମୀଣ ଅଞ୍ଚଳରେ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିବା ଅନେକ ସମୟରେ ବାହାସ୍ପଟ ମାରନ୍ତି । କିନ୍ତୁ ଯାହାର ପୂରା ଓଲଟା ଚିଚ୍ର ଦେକିବାକୁ ମିଳିଛି କୋରାପୁଟ୍ ଜିଲ୍ଲା ଜୟପୁର ସହର ସ୍ଥିତ ବାରଣପୁଟ ପଞ୍ଚାୟତରେ । ସ୍ଵାଧୀନତାର ୭୫ ବର୍ଷ ପରେ ବି ଏଠାକାର ଲୋକଙ୍କୁ ମିଳିପାରିନି ଶୁଦ୍ଧ ପାନୀୟ ଜଳ। ତେବେ କଣ ରହିଛି ସ୍ଥିତି, ଦେଖିବା ରିପୋର୍ଟ
#ArgusNews #Koraput #WaterProblem #DrinkingWater #Odisha