ଦୁର୍ଗମ ଇଲାକାର ଗାଁ ରତଲପୁଟ । ପାହାଡିଆ ଖାଲ ରାସ୍ତା ଦେଇ ପାହାଡ ଉପରକୁ ଚଢିଲେ ପଡିଥାଏ ଗାଁ। ମାତ୍ର ଏହି ଦୁର୍ଗମ ଇଲାକାରେ ପହଞ୍ଚିପାରିନି ବିକାଶ। ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ଏହି ଗାଁରେ ପାନୀୟଜଳ, ବିଜୁଳି, ଆବାସ, ଶିକ୍ଷା, ସ୍ବାସ୍ଥ୍ୟ ସବୁ ଅପହଞ୍ଚ।
#Koraput #jaypore #DurgamaOdisha #Devlopment #inaccessible #electricity #education #Drinkingwater #Odisha #ArgusNews