ଲେମ୍ବୁ ଦର ଦେଖି ଗ୍ରାହକଙ୍କ ମୁହଁ ଲାଲ୍। କାରଣ ଏବେ ଗୋଟିଏ ଲେମ୍ବୁ ପାଇଁ ଦେବାକୁ ପଡୁଛି ୧୦ ଟଙ୍କା। ଆନ୍ଧ୍ରରୁ ଚଢା ଦରରେ ଲେମ୍ବୁ କିଣୁଥିବାରୁ ଦର ବଢିଥିବା କହିଛନ୍ତି ବ୍ୟବସାୟୀ। ଏହି ଦର ଆଉ କେତେ ଦିନ ରହିବ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାହକ।
#Koraput #jaypore #lemons #Price #hike #ArgusNews