ଅଭାବୀ ଜୀବନ ସହ ଭାଣିଜୀଙ୍କ ମାନସିକ ବିକୃତି ମଣି କୁମାରୀଙ୍କୁ ଅଧିକ ଚିନ୍ତାରେ ପକାଇଛି । ଯାହାକୁ ନେଇ ଚିନ୍ତାରେ ମଣି କୁମାରୀ । ନା ତାଙ୍କ ପାଖରେ ଅଛି ଘର, ନା ମିଳିଛି କୌଣସି ସରକାରୀ ସହାୟତା । ମନ୍ଦିର ପାଖରେ ଦୋକାନ କରି ଚଳୁଛନ୍ତି ମଣି କୁମାରୀ ଓ ତାଙ୍କ ମାନସିକ ବିକୃତି ଭାଣିଜୀ
#koraput #Jaypore #PManikumari #needhelp #helpless #ArgusNews