କୋରାପୁଟରେ କାଳବୈଶାଖୀର ତାଣ୍ଡବ। ପଟାଙ୍ଗୀ ବ୍ଲକ ଚନ୍ଦକା ପଂଚାୟତ ଅନ୍ତର୍ଗତ ତଳକୋରାଡବାରେ ଭାଙ୍ଗିଲା ଅନେକ ଘର। ପ୍ରବଳ ବର୍ଷା ଓ ପବନ ଲାଗି ଅନେକ ଘର ଛପର ଉଡିବାର ସୂଚନା ମିଳିଛି। ଚାରି ପଂଚାୟତରେ ଅନେକ ଘରଦ୍ବାର ଭାଙ୍ଗିଯାଇଛି। ଫଳରେ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
#ArgusNews #Koraput #Kalbaisakhi #housesdestroyed #heavyrain #Odisha