#ପ୍ରକୃତ_ହିତାଧିକାରୀଙ୍କ_ନାମ_ଲିଷ୍ଟରୁ_କାଟୁଛି_କିଏ ?
#ଘର_ହାତେଇ_ନେଉଛନ୍ତି_ପ୍ରଭାବଶାଳୀ_ବ୍ୟାକ୍ତି
କୋରାପୁଟ ଜିଲ୍ଲା କୁନ୍ଦ୍ରା ଏବଂ କୋଟପାଡ଼ ଅଞ୍ଚଳରେ ଆବାସ ଯୋଜନାରେ ପକୃତ ହକଦାର ମାନେ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଦୌଡି ଦୌଡି ଥକି ସାରିଲେଣି ଏବଂ ଆବାସ ଯୋଜନା ଲିଷ୍ଟରେ ନାମ ରହି ମଧ୍ୟ୍ୟ ହକଦାରଙ୍କ ନାମ କଟାଯାଉଛି ।
#ArgusNews #Koraput #Kotpad #AwasScam #Corruption #Odisha