#ଲୋକଙ୍କୁ_ମିଳିପାରୁନି_ମୌଳିକ_ସୁବିଧା
ଗୋଟିଏ ଘଞ୍ଚ ଜଙ୍ଗଲ ଦୁର୍ଗମ ଇଲାକା ଏବଂ ଆଉ ଗୋଟିଏ ସହରାଞ୍ଚଳର ଦୁର୍ଗମ ଇଲାକା,ଗ୍ରାମ ଦୁଇଟି, କିନ୍ତୁ ଦୃଶ୍ୟ ସମାନ, ରାଜ୍ୟ ସରକାର ସମସ୍ତ ଯୋଜନା ଫେଲ ବୈପାରୀଗୁଡା ବ୍ଲକର ଡ଼ୁମରିଜଲି ଏବଂ ହଳଦିମାଝିଗୁଡା ଗ୍ରାମରେ ।
#ArgusNews #Koraput #Kotpad #RoadProblem #WaterProblem #Odisha