କୋଟପାଡ଼ ବ୍ଲକ ବତାସନା ପଞ୍ଚାୟତର ଅନେକ ଗାଁରେ ଯାଉନି ଜଳକଷ୍ଟ । ଗୋଟେ ପଟେ ସରକାର ବଶୁଦ୍ଦା ଯୋଜନା କରି ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ବିଶୁଦ୍ଧ ଜଳ ଯୋଗାଇ ଦେବା ନେଇ ଦାବି କରୁଥିବା ବେଳେ ଅନ୍ୟପଟେ ଗ୍ରାଉଣ୍ଡ ଜିରୋରେ ଲୋକେ ପାଣି ଟୋପାଏ ପାଇଁ କରୁଛନ୍ତି ସଂଘର୍ଷ ।
#ArgusNews #Koraput #Kotpad #WaterProblem #Odisha