ରାସ୍ତାର ଅବସ୍ଥା ଅତି ଶୋଚନୀୟ !
ରାଜ୍ୟ ସରକାର ସଡ଼କ ସୁରକ୍ଷା, ଜୀବନ ରକ୍ଷାର ବାର୍ତ୍ତା ଦେଇ ଟ୍ରାଫିକ ବ୍ୟବସ୍ତାମାନ କଡାକଡି କରୁଥିବା ବେଳେ କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ଠାରୁ କୋଟପାଡ଼ ରାସ୍ତାକୁ ପରିଲକ୍ଷିତ କରିଲେ ଅନୁମାନ କରି ହେବ ଯେ ରାଜ୍ୟସରକାର ଏବଂ ସ୍ଥାନୀୟ ପ୍ରଶାସନ କେତେ ତତ୍ପର ଅଛନ୍ତି ସଡ଼କର ରକ୍ଷଣାବେକ୍ଷଣ ଏବଂ ସଡ଼କ ସୁରକ୍ଷାକୁ ନେଇ । ପୁରା ଷ୍ଟୋରି କଣ ଦେଖନ୍ତୁ
#ArgusNews #Koraput #Kundra #RoadProblem #OdishaGovt #Odisha