#ପଦାରେ_ପଡ଼ିଛି_କୋଟି_କୋଟି_ଟଙ୍କା !
ପ୍ଲାନିଂ ହେଉଛି, ଖର୍ଚ୍ଚ ହେଉଛି, କାର୍ଯ୍ୟକାରିତା ବେଳକୁ ଅତ୍ମହତ୍ୟା କରୁଛି ଯୋଜନା । ବର୍ଷା ଜଳ ସଂରକ୍ଷଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚରେ ଏ ସବୁ ନିର୍ମାଣ ହୋଇଥିଲା । ହେଲେ ଦେଖନ୍ତୁ ଏ ଅବସ୍ଥା
#ArgusNews #MuktaYojana #OdishaGovt #Koraput #jaypore #Odisha