ଦୁର୍ଗମରେ ଜଳ ସଙ୍କଟ !
ରାଜ୍ୟ ସରକାର ଗ୍ରାମାଞ୍ଚଳ ଲୋକମାନଙ୍କ ପାଇଁ ପ୍ରତି ବର୍ଷ କୋଟି କୋଟି ଟଙ୍କାର ଯୋଜନା ଆଣି ବ୍ୟୟ ବରଦା କରୁଛନ୍ତି । ବାସ୍ତବରେ ସେହି ଯୋଜନା ଗ୍ରାମାଞ୍ଚଳର ଦୁର୍ଗମ ଅଞ୍ଚଳର ଲୋକ ମାନଙ୍କୁ ପାଖକୁ ପହଞ୍ଚି ପାରୁନାହିଁ । ଯାହା ଫଳରେ ଗରିବ ଆଦିବାସୀ ଲୋକମାନେ ବିଶୁଦ୍ଧ ପାନୀୟ ଜଳ ଟୋପେ ପାଇବା ପାଇଁ ବହୁ କଷ୍ଟ କରୁଛନ୍ତି...ଦେଖନ୍ତୁ ପୁରା ରିପୋର୍ଟ
#ArgusNews #Koraput #Narayanpatna #WaterProblem #DrinkingWater #Odisha