#ଡିଜିଟାଲ_ଦୁନିଆରେ_ପାଠ_ପଢା_ପାଇଁ_ନୌକାରେ_ବସି_ଭରା_ନଇଁ_ପାର_ହେଉଛନ୍ତି_ଛାତ୍ରଛାତ୍ରୀ
କୋରାପୁଟ ବ୍ଲକର ବଡ଼ଶୁକୁ ପଞ୍ଚାୟତର ପିତାଇ ଓ ଶିରସି ଗାଁ । ଏହି ଦୁଇ ଗ୍ରାମରୁ ସବୁଦିନ ୨୫ ଜଣ ଛାତ୍ରଛାତ୍ରୀ ବିପଦଶଙ୍କୁଳ ଭାବରେ ଡଙ୍ଗା ପାର ହୋଇ ପାଠ ପଢିବାକୁ ଯାଆନ୍ତି ସୁକୁ ଠାରେ ଥିବା ହାଇସ୍କୁଲକୁ ।
#ArgusNews #Koraput #schoolstudent #boat #crossing #villagers #Odisha