ଷ୍ଟ୍ରିଟଲାଇଟରେ ମହାଦୁର୍ନୀତି !
ଜୟପୁର ମୁନିସିପାଲିଟିରେ ଦୁର୍ନୀତିର ଗନ୍ଧ । ପୌରାଞ୍ଚଳର ୧,୩୧୪ ବିଜୁଳି ପୋଲରେ ଲାଇଟ ନଥିବା ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ନିଦା ବିଷ୍ଣୁ ସାଜିଛି ଜୟପୁର ମୁନ୍ସିପାଲଟି । ବିନା ମିଟରରେ କେବଳ ଆକଳନ ଭିତ୍ତିରେ ପ୍ରସ୍ତୁତ ହେଉଛି ଇଲେକ୍ଟ୍ରି ବିଲ୍ । ସହରରେ ଷ୍ଟ୍ରିଟ ଲାଇଟ ଦୁର୍ନୀତିକୁ ନେଇ ଦେଖନ୍ତୁ ଏକ୍ସକ୍ଲୁସିଭ ରିପୋର୍ଟ
#ArgusNews #Koraput #Jaypore #StreetLight #JMC #Corruption #Odisha