କୋଟିଆରେ ନାଟ କରୁଛି ଆନ୍ଧ୍ର !
ଓଡ଼ିଶା ମାଟିକୁ ଦଖଲ କରିବାକୁ ଚାହୁଁଛନ୍ତି ଜଗନ। ଏପଟେ କିନ୍ତୁ ଅନ୍ଧପୁଟୁଳି ବାନ୍ଧି ଅନ୍ଧ ହେବାର ଅଭିନୟ କରୁଛନ୍ତି ରାଜସ୍ବ ମନ୍ତ୍ରୀ । ତା ନ ହୋଇଥିଲେ ମାଡାମ ପ୍ରମିଳା ମଲ୍ଲିକ କୋଟିଆ ପ୍ରସଙ୍ଗରେ ନେଇ ବିଧାନସଭାରେ ଏମିତି ବିଭ୍ରାନ୍ତିକର ତଥ୍ୟ ରଖି ନ ଥାନ୍ତେ
#ArgusNews #Kotia #OdishaAndhra #BorderIssue #Odisha