#ପୁଣି_ଆନ୍ଧ୍ରର_ଦାଦାଗିରି
କୋଟିଆ ଅଂଚଳରେ ପୁଣି ଅନୁପ୍ରବେଶ କଲେ ମାନ୍ୟମ ଜିଲ୍ଲାର ଜିଲ୍ଲାପାଳ ଓ ଏସପି । ନେରେଡିବାଲସାରେ ପହଁଚି ଲୋକଙ୍କ ସହ କଲେ ଆଲୋଚନା । ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିନାହାନ୍ତି ଓଡିଶାର ପ୍ରଶାସନିକ ଅଧିକାରୀ ।
#Kotia #BorderIssue #AndhraPradesh #OdishaGovt #ArgusNews