#କୁଚିଣ୍ଡା_ଜିଲ୍ଲା_ଦାବିନେଇ_ଆନ୍ଦୋଳନ_ଦାନା_ବାନ୍ଧୁଛି
ସମ୍ବଲପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ କୁଚିଣ୍ଡାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମାନ୍ୟତା ପ୍ରସ୍ତୁତି ବୈଠକରେ ଓକିଲ ସଂଘ ଉପସଭାପତି ପ୍ରଫୁଲ୍ଲ ବାରିକ,ବରିଷ୍ଠ ଓକିଲ ସଚ୍ଚାଦାନନ୍ଦ ଶର୍ମା ଉପସ୍ଥିତ ରହି କୁଚିଣ୍ଡାକୁ ଜିଲ୍ଲା ମାନ୍ୟତାରଚନା କରିଥିଲେ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
#ArgusNews #Kuchinda #Demand #District #sambalpur #meeting #Odisha