#କୁଜିଡିହିର_କାଜୁ_ଜଙ୍ଗଲ_ଗାଏବ
ଚୋରିକଲେ ୧୦ହେକ୍ଟର ଜମିର କାଜୁ ଚାରା । ଲକ୍ଷ ଲକ୍ଷ ଟଙ୍କା ଚଳୁ ଜଙ୍ଗଲ ଏବେ ପଡିଆ । ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଦୁଇ ପଇସା ଭଲ ରୋଜଗାର ଦେବାକୁ ମୟୂରଭଞ୍ଜ ଶୁଳିଆପଦା ବ୍ଲକର କୁ଼ଜି଼ିହି ଗାଁରେ ୧୦ ହେକ୍ଟର ପଡିଆ ଜମିରେ ହୋଇଥିଲା କାଜୁ ଜଙ୍ଗଲ ।
#Mayurbhanj #suliapadablock #kujidihi #cashew #forest #disappear #Odisha #ArgusNews