#ଯୋଡ଼ି_ହେଲା_ଦାଦନ_ଦୁଃଖର_ଆଉ_ଏକ_ଫର୍ଦ୍ଦ
ତେଲେଙ୍ଗାନାରେ ଓଡ଼ିଆ ମହିଳାଙ୍କୁ ଈଟାଭାଟି ମାଲିକଙ୍କ ଦୁଷ୍କର୍ମ ଉଦ୍ୟମ । ୨୨ ବର୍ଷର ସ୍ଥିର ସରକାର ଓ ୨୫ ବର୍ଷର ଜନସେବାର ଡିଣ୍ଡିମକୁ ଉପହାସ… ଇଏ କି ପ୍ରକାରର ମାଆକୁ ସମ୍ମାନ ? କାର୍ଯ୍ୟାନୁଷ୍ଠାନ ନେବେ କି ରାଜ୍ୟ ସରକାର ? ।
#ArgusNews #Labour #harrasment #OdishaGovt #Telangana