ଆଦିବାସୀ ଅଧ୍ୟୁସିତ କାଶୀପୁର ବଣଜଙ୍ଗଲ ଘେରା ପାହାଡ ଉପରେ ରହିଛି ବାସଙ୍ଗମାଳି ଗ୍ରାମ। ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୪୫ ଘର ଲୋକ ବସବାସ କରନ୍ତି । ଏତେବଡ ଗ୍ରାମରେ ପାନିୟ ଜଳ ପାଇଁ ନାହିଁ କୌଣସି ବ୍ୟବସ୍ଥା। ପାଣି ଟୋପେ ପାଇଁ ଏଠି ନିତି ଦିନି ସଂର୍ଘଷ କରୁଛନ୍ତି ଗ୍ରାମବାସି ।
#kashipur #ruralvillage #tribalvillage #VillageProblem #waterproblems #Odisha #ArgusNews