ଘର ଭିତରେ ବନ୍ଦୀ ପରିବାର
ଅଭିଯୋଗ ଶୁଣୁ ନାହାନ୍ତି ଥାନା ବାବୁ । ୫ ଦିନ ହେବ ଭୋକିଲା ଅଛନ୍ତି ରୋଗିଣା ବାପା ଓ ଗୋରୁ ଗାଈ । ନା ଘର ଭିତରକୁ କେହି ଯାଇ ପାରୁଛି ନାଁ ଘରୁ କିଏ ବାହାରକୁ ପାଚେରୀ ଭାଙ୍ଗି ଆସିପାରୁଛି । ଭୁବନେଶ୍ବର ରାମେଶ୍ୱର ପାଟଣା ବାରିକ ସାହିରୁ ଆସିଲା ଅଭାବନୀୟ ଦୃଶ୍ୟ ।
#policeman #complaints #landissue #DCPoffice #landlord #Bhubaneswar #ArgusNews