ମା ତୁ ଫେରିଆ, ମୋର ଏବଂ ମୋ ସ୍ତ୍ରୀର କିଛି ଦୋଷ ନାହିଁ । ଭୂଲ ବୁଝୁନା, ମୁଁ ସବୁବେଳେ ତୋର, ଆ ମା
ଖୁଣ୍ଟୁଣୀ ପଞ୍ଚାୟତ ରମ୍ପେଇ ଗ୍ରାମରେ ମା ତା ନାମରେ ଥିବା ଜାଗାରୁ ବାହାର କରିବା ପାଇଁ କୋର୍ଟ ରୁ ଅର୍ଡର ଆଣିବା ଚର୍ଚ୍ଚାର ବିଷୟ ପରେ , ପ୍ରତିକ୍ରିୟା ରଖିଲେ ପୁଅ କଳନ୍ଦି ଏବଂ ବୋହୂ
#ArgusNews #FamilyIssue #LandIssue #Cuttack #Odisha