#ବାସହରା_ନଗରପାଳିକା_ପାର୍ଥୀନୀ
କେନ୍ଦ୍ରାପଡା ମୁନିସିପାଲଟିରେ ଚେୟାରମ୍ୟାନ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ଏଭଳି ଏକ ବ୍ୟକ୍ତିତ୍ୱ, ଯାହାଙ୍କର ନା ଅଛି ନିଜସ୍ୱ ଘର, ନା ଅଛି ସମ୍ପତି । ସେ ହେଉଛନ୍ତି ରଶ୍ମିତା ନାୟକ । ଏପରିକି ନିର୍ବାଚନ ସତ୍ୟପାଠ ରେ ସ୍ଥାଵର, ଆସ୍ଥାଵର ସମ୍ପତି,ରଶ୍ମିତା ଙ୍କର ମାତ୍ର 200 ଟଙ୍କା ବୋଲି ଦର୍ଶାଇଛନ୍ତି । ବାସହରା ରଶ୍ମିତା, ନିଜର ଦୁଃଖକୁ ଅନୁଭବ କରି, କେନ୍ଦ୍ରାପଡା ମୁନିସିପାଲଟିରେ ଏଇଭଳି ଅସୁବିଧାରେ ଥିବା ସମସ୍ତ ଜନସାଧାରଣଙ୍କ ଦୁଃଖ କଷ୍ଟକୁ ଆଖି ଆଗରେ ରଖି, ଏବଂ ସମସ୍ତ ଅସୁବିଧାର ସମାଧାନ ପାଇଁ, ଚଳିତ ବର୍ଷ ପୌର ନିର୍ବାଚନରେ ମଇଦାନକୁ ଓଲ୍ହାଇଛନ୍ତି ।
#Municipal #election #rasmitanayak #Kendrapada #Chairman #Odisha #ArgusNews