#ଏତେ_କମେଇଥିଲେ_ହେଲେ_ଶେଷକୁ_ସେଇ_ଛଅଖଣ୍ଡ
ରାଜଧାନୀ ଭୁବନେଶ୍ବରର ଛାତି ଉପରେ ଠିଆ ହୋଇଛି ତାଙ୍କର ଏକାଧିକ ଫ୍ଲାଟ ଆଉ ବଙ୍ଗଳା। ଘରେ ଅଛି ଦାମିକା ଗାଡି। ହେଲେ ଶେଷଯାତ୍ରାକୁ ସାହା ହେଲା ଏଇ ୬ ଖଣ୍ଡ କାଠ। ସେ ଚାହିଁଥିଲେ ଟଙ୍କା ବିଞ୍ଜି ବଞ୍ଚି ଯାଇଥାନ୍ତେ। ହେଲେ ପ୍ରାରବ୍ଧ ପରିବର୍ତ୍ତନ ହୋଇପାରେନି। ଏ କଥା ପ୍ରମାଣିତ ହୋଇଛି। ସମୟ ନିଜ ଢଙ୍ଗରେ ଚାଲେ, କାହା ଇସାରାରେ ନୁହେଁ, ଏ କଥା ସତ ହେଇଛି।
#Odisha #NabaDas #Bhubaneswar #Jharasuguda #FuneralofNabaDas #ArgusNews