#ପୁଣି_ଆଇନଜୀବୀ_ଅଦାଲତ_ମୁହାଁମୁହିଁ
ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ। ପୋଲିସ ନପାରିଲେ ମୁତୟନ ହେବେ ପାରା ମିଲିଟାରୀ ଫୋର୍ସ। ଅନ୍ୟପଟେ ସ୍ଥାୟୀ ବେଞ୍ଚ ନେଇ କାହିଁକି ବିସ୍ତୃତ ରିପୋର୍ଟ ଦେଉନାହାଁନ୍ତି ରାଜ୍ୟ ସରକାର ତାକୁ ନେଇ ଉଠିଛି ପ୍ରଶ୍ନ ?
#ArgusNews #LawyersProtest #HighCourt #paramilitaryforces #StateGovernment #PermanentBench #Odisha