ଆଇନଜୀବୀ ଆନ୍ଦୋଳନ ସମ୍ପର୍କିତ ମାମଲାର ସୁପ୍ରିମେକାର୍ଟରେ ଶୁଣାଣି । ବିଚାରପତି ସଞ୍ଜୀବ କୁମାର କୌଲଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି । ଆଇନଜୀବୀଙ୍କ ଜାମିନ ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ହେବନି । ଜାମିନ ଆବେଦନର ଶୁଣାଣି ତଳକୋର୍ଟ କିମ୍ବା ହାଇକୋର୍ଟରେ ହେବ।
#ArgusNews #lawyers #Hearing #bailapplication #SupremeCourt #Odisha