ମୟୁରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଅନ୍ତର୍ଗତ ବଡ଼ରରୁଆଁ ଠାରେ ନୂତନ ଭାବେ 12ଏକର 59 ଡେସିମିଲ ଜାଗାରେ ଏକଲବ୍ୟ ମଡେଲ ରେସିଡେଣ୍ଟ ସ୍କୁଲର ଭିର୍ତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଆଦିବାସୀ କଲ୍ୟାଣ ଏବଂ ଜଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।
#Mayurbhanj #School #Inaguration #UnionMinister #BishweswarTudu #Odisha #ArgusNews