#ବାମପନ୍ଥୀ_କମେଡିଆନ_କୁଣାଳ_କାମରାଙ୍କ_କୁତ୍ସିତ_ମାନସିକତା
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମନାରେ ଗୀତ ଗାଇଥିବା ବାଳକର ଭିଡିଓକୁ କଲେ ବିକୃତ । କାମରା ଉପରେ ବର୍ଷିଲେ ବାଳକର ବାପା । କହିଲେ ମିଷ୍ଟର କଚରା, ନିଜର ଘୃଣ୍ୟ ରାଜନୀତିରୁ ମୋ ପୁଅକୁ ଦୂରରେ ରଖ
ସମାଲୋଚନା ପରେ ଭିଡିଓ ଡିଲିଟ କଲେ କାମରା ।
#comedian #KunalKamara #PMNarendraModi #distorted #littleboy #ArgusNews