ଭୋଟ୍ ମାଗିବାକୁ ଯାଇ ବିଧାୟକ ବ୍ୟୋମକେଶ ରାୟ ହଟହଟା । ଲୋକଙ୍କ ପ୍ରଶ୍ନବାଣରେ ଘାଇଲା ହେଲେ ଚାନ୍ଦବାଲି ବିଜେଡି ବିଧାୟକ । ତିହିଡି ବ୍ଲକ ରାଜନଗର ପଂଚାୟତର ଜଣେ ଯୁବକ ତାଙ୍କର ବିଭିନ୍ନ ସମସ୍ୟା ନେଇ ବିଧାୟକଙ୍କୁ କଟାକ୍ଷ କରୁଥିଲେ । ଯାହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।
#chandbali #MLA #bjd #Rajnagar #viralvideo #troll #questning #tihidi #ElectionCampaign #Odisha #ArgusNews