#ବିଧାୟକ_ପୋଲିସ_ବାବୁ_ହତ୍ୟାକାରୀ_ଖଣି_ମାଫିଆଙ୍କ_ତ୍ରିକୋଣୀୟ_ପ୍ରେମ
#ମୋଦିଙ୍କ_ପୋଷ୍ଟ_ମାରିଲେ_ବୋଲି_ମାରିଦେଲେ_ମିଳିମିଶି_ଚାପିଦେଲେ
ରଣପୁର ବିବେକାନନ୍ଦ ହତ୍ୟା ମାମଲାରେ ନ୍ୟାୟ ବିଡମ୍ବନା । ସିସିଟିଭି ଫୁଟେଜରୁ ଆସିଲା ସାଂଘାତିକ ଚିତ୍ର । ହତ୍ୟା ଅଭିଯୁକ୍ତଙ୍କୁ ଧରି ପୋଲିସ କରୁଛି ଗୁଣ୍ଡାଗର୍ଦ୍ଦି ।
#MLA #police #mafia #MurderCase #CCTVFootage #justice #odisha #ArgusNews